ବ୍ରିଜ ପ୍ୟାକ ରଣନୀତି ଆପଣାଇବେ କମ୍ପାନୀ

ନୂଆଦିଲ୍ଲୀ, ୯।୫: ହିନ୍ଦୁସ୍ଥାନ ୟୁନି ଲିଭର ଲିଃ (ଏଚୟୁଏଲ)ର ତ୍ରୈମାସିକ ଫଳାଫଳ ନିକଟରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆଗାମୀ କିଛିମାସ ପର୍ଯ୍ୟନ୍ତ ଭାରତୀୟ ମୁଦ୍ରାସ୍ଫୀତିର ପ୍ରଭାବ ବିଭିନ୍ନ କମ୍ପାନୀଙ୍କ ଉପରେ ପଡିବ ବୋଲି ଆକଳନ କରାଯାଉଛି। ଏହାର ପରିଚାଳନା ବାତାବରଣ ମଧ୍ୟ ବେଶ ଆହ୍ବାନପୂର୍ଣ୍ଣ ରହିବ। ସେହିଭଳି ଏହି ଆହ୍ବାନର ମୁକାବିଲା ଲାଗି କମ୍ପାନୀମାନେ ବର୍ତ୍ତମାନ ‘ବ୍ରିଜ ପ୍ୟାକ୍‌’ ରଣନୀତି ଅବଲମ୍ବନ କରିବାକୁ ଯାଉଥିବା କୁହାଯାଇଛି। ଏହି ରଣନୀତିରେ ଉଚ୍ଚତମ ଓ ସବୁଠୁ କମ୍‌ ମୂଲ୍ୟର ଉତ୍ପାଦର ମଧ୍ୟବର୍ତ୍ତୀ ଉତ୍ପାଦ ଆଣିବା ଲାଗି କମ୍ପାନୀଗୁଡିକ ଯୋଜନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୨ ହଜାର ଟପିବ ସେନ୍‌ସେକ୍ସ: ରୟଟର୍ସ ପୋଲ୍‌

ମୁମ୍ବାଇ,୨୪-୫: ଏନ୍‌ଡିଏ ସରକାର ପୁନର୍ବାର କ୍ଷମତାକୁ ଫେରୁଥିବାରୁ ନିବେଶକଙ୍କ ଭରସା ବଢ଼ିଛି ଏବଂ ଚଳିତ ଆର୍ଥିକ ବର୍ଷରେ ସେନ୍‌ସେକ୍ସ ୪୨ ହଜାର ପଏଣ୍ଟ ଟପିଯିବ ବୋଲି...

ପାନ୍‌-ଆଧାର ଲିଙ୍କ୍‌ ଅବଧି ୩୧ ମାର୍ଚ୍ଚ ଯାଏ ବୃଦ୍ଧି

ନୂଆଦିଲ୍ଲୀ,୩୧-୧୨: ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) ସହ ଆଧାର ଲିଙ୍କ୍‌ କରାଇବାର ଅବଧିକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଆସନ୍ତା ମାର୍ଚ୍ଚ ୩୧ ଯାଏ...

ଭେଣ୍ଡର ବକେୟା ଶୀଘ୍ର ପ୍ରଦାନ ନେଇ ରାଷ୍ଟ୍ରାୟତ୍ତ ସଂସ୍ଥାଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯-୯: ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଏହି ଧାରାରେ ଆସନ୍ତା ମାସ ୧୫ ସୁଦ୍ଧା...

୪୩ ଆପ୍‌ ବ୍ୟାନ୍‌କୁ ଚାଇନାର ବିରୋଧ

ନୂଆଦିଲ୍ଲୀ: ଦେଶର ସଂହତ୍ତି ଏବଂ ସାର୍ବଭୌମତ୍ୱକୁ ବିପଦ ଥିବା ଆଶଙ୍କା କରି ଭାରତ ସରକାର ୪୩ ଚାଇନା ମୋବାଇଲ ଆପ୍‌କୁ ବ୍ୟାନ କରିଛନ୍ତି। ଭାରତର ଏଭଳି...

ଭାରତୀୟ କମ୍ପାନୀରେ ଅଂଶଧନ କିଣୁଛି ଚାଇନା ବ୍ୟାଙ୍କ

ମୁମ୍ବାଇ,୮।୭ : ଚାଇନା ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଦୁଇ ଦେଶର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଭାରତରେ ଚାଇନା...

ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ କ୍ଲାସ

ଭୁବନେଶ୍ୱର, ୩।୪: ବର୍ତ୍ତମାନର କରୋନା ଜନିତ ଲକ୍‌ଡାଉନ ସମୟରେ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନ୍‌ଲାଇନ କ୍ଲାସ ଶୁଭାରମ୍ଭ...

ନିବେଶକଙ୍କ କ୍ଷତି ୫.୮୨ ଲକ୍ଷ କୋଟି

ନୂଆଦିଲ୍ଲୀ,୫।୫:ସୋମବାର ଦେଶର ପୁଞ୍ଜିବଜାର କାରବାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୨୦୦୨ ପଏଣ୍ଟ ଖସିବା ଯୋଗୁ ନିବେଶକଙ୍କ ସମ୍ପତ୍ତିରେ ୫.୮୨ ଲକ୍ଷ...

ଆଜିଠୁ ଗଡ଼ିବ ଓଲା ଇ-ସ୍କୁଟର

ଚେନ୍ନାଇ,୧୦ା୧୧: ଯେଉଁମାନେ ଓଲା ଇଲେକ୍ଟ୍ରିକ ସ୍କୁଟରର ପରୀକ୍ଷଣ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ ସେମାନଙ୍କ ପାଇଁ ଖୁସି ଖବର। ଆଜି ଏହି ସ୍କୁଟର ଗଡ଼ିବ।...

Advertisement
Archives

Model This Week