ରାଜ୍ୟ ସଭା ପାଇଁ କସରତ ଆରମ୍ଭ: ଭାଜପା ନେତା କହିଦେଲେ….

ଭୁବନେଶ୍ୱର,୧୮।୧୧: ନୂଆପଡ଼ା ପରେ ଭାଜପାର ରାଜ୍ୟ ସଭା ମିଶନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନ ନେଇ ଏମ୍‌ପି ସୁଜିତ କୁମାର ବଡ଼ ବୟାନ ଦେଇଛନ୍ତି। ଆସନ୍ତା ବର୍ଷ ଖାଲି ହେବାକୁ ଥିବା ଆସନରୁ ଭାଜପା ୨, ବିଜେଡିକୁ ଗୋଟିଏ, ଆଉ ଗୋଟିଏ ସିଟକୁ ନେଇ ସଂଖ୍ୟା ଦ୍ବନ୍ଦ୍ବ ବଢିବାରେ ଲାଗିଛି।
ସୂଚନାଯୋଗ୍ୟ, ସୁଜିତ କୁମାର, ମମତା ମହନ୍ତ, ନିରଞ୍ଜନ ବିଶି, ମୁନା ଖାନଙ୍କ କାର୍ଯ୍ୟକାଳ ଆଗାମୀ ଦିନରେ ସରିବାକୁ ଯାଉଛି।

 

Dharitri – Odisha’s No.1 Odia Daily

 

Share