ଏହି ଅଭିନେତ୍ରୀ କେବେ କରିନାହାନ୍ତି କିସ୍‌ ସିନ୍‌, କାରଣ ଜାଣିଲେ…

ମୁମ୍ବାଇ: ଏକ ସମୟ ଥିଲା. ଯେତେବେଳେ ବୋଲ୍ଡ ସିନ୍‌ ଦେବା ଇଣ୍ଡଷ୍ଟ୍ରିରେ ବଡ଼ କଥା ଥିଲା। ଆଜିର ଫିଲ୍ମରେ ବୋଲ୍ଡ ଏବଂ ଅନ୍ତରଙ୍ଗ ସିନ୍‌ ସାଧାରଣ ହୋଇଗଲାଣି। କିସ୍‌ ସିନ୍‌ ତ ଦୂରର କଥା ସେହି ସମୟରେ ଅଭିନୟ କରୁଥିବା ଅଭିନେତ୍ରୀମାନଙ୍କୁ ବି ଲୋକେ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ।

ଏହି କାରଣରୁ ଅଭିନେତ୍ରୀ ମମତାଜ ବୋଲ୍ଡ ସିନ୍‌ ଶୁଟିଂରୁ ନିଜକୁ ଦୂରେଇ ରଖିଥିଲେ। ଅତୀତରେ ଏକ ସାକ୍ଷାତକାରରେ ମମତାଜ କହିଥିଲେ, ଯଦି ସେ ଏପରି ସିନ୍‌ କରିଥାନ୍ତେ, ତେବେ ତାଙ୍କ ଶାଶୁ ତାଙ୍କୁ ଗ୍ରହଣ କରି ନ ଥାନ୍ତେ।

ମମତାଜ ତାଙ୍କ ସମୟର ଜଣେ ଦକ୍ଷ ଅଭିନେତ୍ରୀ ଥିଲେ। ସେ ନିଜର ଚମତ୍କାର ଚେହେରା ଏବଂ ସୁନ୍ଦର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ। ଯଦିଓ ମମତାଜ ଆଜି ଇଣ୍ଡଷ୍ଟ୍ରିରୁ ଦୂରରେ ଅଛନ୍ତି, ତଥାପି ତାଙ୍କ ଷ୍ଟାଇଲ୍‌ ଏବଂ ଅଭିନୟ ଦର୍ଶକଙ୍କ ସ୍ମୃତିରେ ଛାପ ହୋଇ ରହିଯାଇଛି।

ମମତାଜଙ୍କ ସମୟରେ ରାଜେଶ ଖାନ୍ନା, ଫିରୋଜ ଖାନ୍‌ଙ୍କ ଭଳି ସୁପରଷ୍ଟାରଙ୍କ ସହ ସେ ସ୍କ୍ରିନ ଶେୟାର କରିଛନ୍ତି। କିନ୍ତୁ ସେ ପରଦାରେ କୌଣସି ହିରୋଙ୍କୁ କିସ୍‌ ଦେଇ ନ ଥିଲେ। ମମତାଜ କହିଥିଲେ, ‘ମୁଁ କେବେ ବୋଲ୍ଡ ସିନ୍‌ କରିନାହିଁ। ପରଦାରେ କେବେ କିସ୍‌ ବି ଦେଇନାହିଁ।

ଅବଶ୍ୟ, ମମତାଜଙ୍କ କ୍ୟାରିୟରରେ ଏକ ପରିବର୍ତ୍ତନ ଆସିଥିଲା। ସେ ତାଙ୍କର ଗୋଟିଏ ଫିଲ୍ମ ‘ଅପରାଧ’ରେ ବିକ୍‌ନୀ ପିନ୍ଧିଥିଲେ। ଏହାର ମଧ୍ୟ ଏକ କାରଣ ଥିଲା। ସେ କୁହନ୍ତି, ମୁଁ ଅନୁଭବ କଲି ଯେ, ମୋ ଜଙ୍ଘ ମୋଟା, କିନ୍ତୁ ସେପରି ନ ଥିଲା। ସେତେବେଳେ ଅଭିନେତା ଫିରୋଜ ଖାନ୍‌ କହିଥିଲେ, ଯଦି ତୁମେ ଏହାକୁ ପସନ୍ଦ କର ନାହିଁ ତେବେ ଏହାକୁ ହଟାଇ ଦିଆଯାଇପାରିବ।

ଆଜିର ସିନେମା ଏବଂ ବଲିଉଡ୍‌ ବିଷୟରେ ମମତାଜ କହିଛନ୍ତି, ଜଣା ନାହିଁ ଆଜିକାଲି କ’ଣ କରୁଛନ୍ତି। ପ୍ରାୟ ପ୍ରତ୍ୟେକ ସୀମା ଅତିକ୍ରମ କରିସାରିଛନ୍ତି। ମୁଁ ବହୁତ ରକ୍ଷଣଶୀଳ। ମୁଁ ଭାବୁନାହିଁ ଯଦି ମୁଁ ପରଦାରେ ବୋଲ୍ଡ ହୋଇଥାନ୍ତି ତେବେ ମୋ’ ଶାଶୁ ମୋତେ ବୋହୂ କରି ନେବାକୁ ରାଜି ହୋଇ ନ ଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri