Elon Musk on Wikipedia: ‘୧ ବିଲିୟନ ଡଲାର ନିଅ, ଆଉ ନାଁ ବଦଳାଇ ଦିଅ, ଓ୍ବିକିପିଡିଆକୁ ଅଫର୍‌ ଦେଲେ ମସ୍କ, ଜାଣନ୍ତୁ କାହିିଁକି

ନ୍ୟୁୟର୍କ,୧୮।୨: ଗତ କିଛି ଦିନ ହେବ ଟେସଲା ଏବଂ ସ୍ପେସଏକ୍ସ ମାଲିକ ଏଲନ ମସ୍କ ତାଙ୍କର ସୋସିଆଲ ପୋଷ୍ଟ ଯୋଗୁ ପ୍ରତିଦିନ ଚର୍ଚ୍ଚାରେ ଥାନ୍ତି। ସେ ପ୍ରାୟତଃ ଏପରି ପୋଷ୍ଟ କରନ୍ତି, ଯାହା ସାରା ବିଶ୍ୱର ଗଣମାଧ୍ୟମରେ ଆଲୋଚନା ହୁଏ। ସେ ଓ୍ବିକିପିଡିଆର ନାମ ସମ୍ପର୍କରେ ସମାନ କିଛି ପୋଷ୍ଟ କରିଛନ୍ତି। ପ୍ରକୃତରେ, ଏଲନ ମସ୍କ ଚାହୁଁଛନ୍ତି ଯେ ୱିକିପିଡିଆ ତାର ନାମ ପରିବର୍ତ୍ତନ କରୁ।

ଏଥିପାଇଁ ସେ ଓ୍ବିକିପିଡିଆକୁ ବିପୁଳ ପରିମାଣର ଟଙ୍କା ପ୍ରଦାନ କରିସାରିଛନ୍ତି। ଏବେ ତାଙ୍କ ବକ୍ତବ୍ୟକୁ ଦୋହରାଇ ମସ୍କ Xରେ ପୋଷ୍ଟ କରିଛନ୍ତି ଯେ, ସେ ପୁଣିଥରେ ଓ୍ବିକିପିଡିଆକୁ ୧ ବିଲିୟନ ଡଲାର ଅଫର କରିଛନ୍ତି , କିନ୍ତୁ ସର୍ତ୍ତ ସମାନ ଯେ ଏହାକୁ ଏହାର ନାମ ପରିବର୍ତ୍ତନ କରିବାକୁ ପଡିବ।

ପ୍ରକୃତରେ ମସ୍କ ଗତ ବର୍ଷ ଅକ୍ଟୋବର୨୦୨୩ରେ ଏକ ମଜାଦାର ପ୍ରସ୍ତାବ ଦେଇଥିଲେ ଯେ ଯଦି ୱିକିପିଡିଆ ଏହାର ନାମ ପରିବର୍ତ୍ତନ କରି ‘ଡିକିପିଡିଆ’ ରଖେ, ତେବେ ସେ ୧ ବିଲିୟନ ଡଲାର ଦେବେ। ନିକଟରେ ଯେତେବେଳେ ଜଣେ ଏକ୍ସ ବ୍ୟବହାରକାରୀ ଜନ୍‌ ମସ୍କଙ୍କୁ ପଚାରିଥିଲେ, ଏହି ଅଫରଟି ଏବେ ବି ବୈଧ କି?, ମସ୍କ ଉତ୍ତର ଦେଇଥିଲେ, “ହଁ, ଅଫରଟି ଏବେ ବି ବୈଧ।

ମସ୍କ ୱିକିପିଡିଆ ଉପରେ ମଧ୍ୟ କଟାକ୍ଷ କରି କହିଛନ୍ତି ଯେ, ଯେତେବେଳେ ସେ ୱିକିପିଡିଆରେ କୌଣସି ପୃଷ୍ଠା ଖୋଲନ୍ତି, ସାଇଟ ପାଣ୍ଠି ପାଇଁ ଟଙ୍କା ମାଗୁଥାଏ। ଜଣେ ଏକ୍ସ ଉପଭୋକ୍ତା ପିଟ ‘ୱିକିପିଡିଆ’ ପାଇଁ ଏକ ମଜାଦାର ମିମ୍‌ ଶେୟାର କରିଥିଲେ, ଯେଉଁଥିରେ ଲେଖାଥିଲା, ଯେତେବେଳେ ମୁଁ ତାଙ୍କ ପୃଷ୍ଠା ଖୋଲିବି ସେତେବେଳେ ଉଇକିପିଡିଆ ଟଙ୍କା ମାଗେ। ଏଥିରେ ମସ୍କ ହସି ହସି ଉତ୍ତର ଦେଇଥିଲେ ପ୍ରତ୍ୟେକ ଥର!


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri