Categories: Video

Tea addas of Smart City Bhubaneswar । ରାଜଧାନୀର ଚା ଖଟି

We all love tea. It is one of the best stress-busters for many. That said, tea is not the same everywhere. A lot goes into making it. Ambience matters too. Here we bring you some of the best hangouts of Bhubaneswar famed for their tea.

ଆମ ସମସ୍ତଙ୍କର ଚା ପସନ୍ଦ। ଚା କପେ ପିଇଦେଲେ ସମସ୍ତେ ହାଲକା ଅନୁଭବ କରିଥାନ୍ତି। ତେବେ ଜାଣିଛନ୍ତି ରାଜଧାନୀ ଭୁବନେଶ୍ବରରେ କେଉଁଠି ଅଧିକ ଖଟି ଜମିଥାଏ ଚା ସହ। ଚାଲନ୍ତୁ ଜାଣିବା ଏହି ଭିଡ଼ିଓରେ।