ଛଟେଇ କରିବ ଟାଟା ଷ୍ଟିଲ୍, ଏତିକି କର୍ମଚାରୀ ହରାଇ ପାରନ୍ତି ନିଯୁକ୍ତି

ନୂଆଦିଲ୍ଲୀ, ୧୩ା୧୧: ଟାଟା ସମୂହର ଷ୍ଟିଲ କମ୍ପାନୀ ଟାଟା ଷ୍ଟିଲ ନେଦରଲ୍ୟାଣ୍ଡ୍ସରେ ଥିବା ଏହାର ପ୍ଲାଣ୍ଟରୁ ୮୦୦ କର୍ମଚାରୀ ଛଟେଇ କରିବାକୁ ଯାଉଛି। ଆମଷ୍ଟରଡାମଠାରୁ ୩୦ କିଲୋମିଟର ଦୂରରେ ଥିବା ଏହି ପ୍ଲାଣ୍ଟରେ ପ୍ରାୟ ୯୨୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି।

ରିଉଟର୍ସ ରିପୋର୍ଟ ଅନୁଯାୟୀ, ଟାଟା ଷ୍ଟିଲର ଡଚ୍ ୟୁନିଟ୍ ଏହାର ବିବୃତ୍ତିରେ କହିଛି ଯେ ବଜାରରେ ନିଜର ସ୍ଥିତିକୁ ସୁଦୃଢ କରିବା ଏବଂ ଖର୍ଚ୍ଚ ହ୍ରାସ କରିବା ପାଇଁ କମ୍ପାନୀ ଅନେକ ଉଦ୍ୟମ କରିଛି। କିନ୍ତୁ ଏସବୁ ଦିଗରେ ଅଧିକ କାର୍ଯ୍ୟ କରିବା ଆବଶ୍ୟକ। କମ୍ପାନୀ କହିଛି ଯେ ସ୍ୱଚ୍ଛ ପରିବେଶ ଦୃଷ୍ଟିରୁ ପରିବର୍ତ୍ତନ ପାଇଁ କମ୍ପାନୀରେ ଗୁରୁତ୍ୱପୂର୍ଣ୍ଣ ବିନିଯୋଗ କରାଯାଇଛି ଏବଂ ଆଗାମୀ ଦିନରେ ଅଧିକ ପୁଞ୍ଜି ବିନିଯୋଗ କରାଯିବ।

ତେବେ ଡଚ ୟୁନିଟରେ ଋଷ୍ଟ୍ରକ୍ଚରିଂର ପ୍ରଭାବ ମ୍ୟାନେଜର ଏବଂ ସହଯୋଗୀ କର୍ମଚାରୀ ମାନଙ୍କ ଉପରେ ପଡିବ। ଟାଟାର ଏହି କମ୍ପାନୀ ନେଦରଲ୍ୟାଣ୍ଡ୍ସରେ ୭ ପ୍ରତିଶତ ସିଓ୨ ଏମିସନ ବାୟୁମଣ୍ଡଳକୁ ଛାଡ଼ିଥାଏ। ଯେଉଁଥିପାଇଁ ଦେଶରେ ଏହା ସବୁଠୁ ଅଧିକ ପ୍ରଦୂଷଣ କରୁଥିବା କମ୍ପାନୀରେ ପରିଣତ ହୋଇଛି। ନେଦରଲ୍ୟାଣ୍ଡ୍ସରେ ଟାଟା ଷ୍ଟିଲ ସରକାରଙ୍କ ସହିତ ମିଶି ଷ୍ଟିଲ ପ୍ରସ୍ତୁତ କରିବା ପାଇଁ ଗ୍ରିନେରୀ ଉପାୟକୁ ଯିବା ପାଇଁ କାର୍ଯ୍ୟ କରୁଛନ୍ତି। କିନ୍ତୁ ବର୍ତ୍ତମାନ ପର‌୍ୟ୍ୟନ୍ତ ଏହା ଉପରେ କୌଣସି ଚୁକ୍ତି ହୋଇପାରି ନାହିଁ, ଯାହା ଟାଟା ଷ୍ଟିଲକୁ ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଯୁଦ୍ଧ ବୁଡାଜାହାଜ ପଠାଇଲା ଆମେରିକା, ଚାଇନା ସହ ଯୁଦ୍ଧ ସଙ୍କେତ! ୩ ମହାସାଗରରେ ହଲଚଲ…

ବେଜିଂ,୨୪।୩: ଚୀନ ଏକ ବିଶାଳ ଜଳମଗ୍ନ ସର୍ଭେ ଏବଂ ମ୍ୟାପିଂ ଅପରେସନ ଆରମ୍ଭ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ବିଷୟରେ ଗଭୀର ସୂଚନା ସଂଗ୍ରହ କରିବା,…

ନୂଆ ଗ୍ୟାସ କନେକ୍ସନ ନେଉଥିଲେ ବଡ଼ ଘୋଷଣା, ଏପ୍ରିଲ ୩୦ ଯାଏ ମାଗଣା ମିଳିବ ଗ୍ୟାସ…

ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରେ, ପାଇପଲାଇନ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ଆମେରିକାକୁ ସମର୍ଥନ କରି ଯୁଦ୍ଧକୁ ଡେଇଁବେ ଏହି ୨ ମୁସଲିମ ଦେଶ, ଛାନିଆ ହେଲା ଇରାନ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ଯୁଦ୍ଧରେ ଏବେ ଦୁଇଟି ପ୍ରମୁଖ ମୁସଲିମ ଦେଶ ଆମେରିକାକୁ ସମର୍ଥନ କରି ଯୁଦ୍ଧରେ ଡେଇଁବାକୁ ପ୍ରସ୍ତୁତ ହେଉଛନ୍ତି। ଏହାର ଅର୍ଥ…

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri