Tag Archives: zelensky

ଶାନ୍ତି ଆଲୋଚନା ପାଇଁ ଜେଲେନସ୍କିଙ୍କୁ ମସ୍କୋ ନିମନ୍ତ୍ରଣ କଲା ରୁଷିଆ

ନୂଆଦିଲ୍ଲୀ,୨୯।୧: ଚାରି ବର୍ଷ ଧରି ଲାଗି ରହିଥିବା ରୁଷ-ୟୁକ୍ରେନ ଯୁଦ୍ଧର ଘଟିବ ଅନ୍ତ। ଏହି କ୍ରେମଲିନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଶାନ୍ତି ଆଲୋଚନା ପାଇଁ ମସ୍କୋ ଆସିବାକୁ ରୁଷିଆ ପୁନର୍ବାର ନିମନ୍ତ୍ରଣ କରିଛି।…

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି। ରୁଷିଆର…

ରୁଷିଆ-ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ! ଟ୍ରମ୍ପଙ୍କୁ ଭେଟିବେ ଜେଲନସ୍କି

ଓ୍ବାଶିଂଟନ,୨୭।୧୨: ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ପ୍ରୟାସ ମଧ୍ୟରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରବିବାର (ଡିସେମ୍ବର ୨୮) ଫ୍ଲୋରିଡାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକକୁ ଶାନ୍ତି ଚୁକ୍ତିନାମା ଦିଗରେ ଏକ ପ୍ରମୁଖ…

ଜେଲନସ୍କିଙ୍କ ଗସ୍ତ ପୂର୍ବରୁ ପୁଟିନଙ୍କୁ ଅଲଟିମେଟମ ଦେଲା ଫ୍ରାନ୍ସ

ପ୍ୟାରିସ,୩୦।୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୋମବାର ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଉଭୟ ସାକ୍ଷାତ କରିବେ। ଫ୍ରାନ୍ସ ରାଷ୍ଟ୍ରପତି ଭବନ ଘୋଷଣା…

‘ପୁଟିନ ଚାହିଁଲେ ୟୁକ୍ରେନକୁ ବରବାଦ କରିଦେବେ’, ଜେଲନସ୍କିଙ୍କ ଉପରେ ଖପ୍ପା ହେଲେ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୦: ଆମେରିକା ଏବଂ ୟୁକ୍ରେନ ମଧ୍ୟରେ ସମ୍ପର୍କ ପୁଣି ଥରେ ତିକ୍ତ ହୋଇଛି। ଫାଇନାନ୍ସିଆଲ ଟାଇମ୍ସ (FT) ରିପୋର୍ଟରେ ଦାବି କରାଯାଇଛି ଯେ ହ୍ବାଇଟ ହାଉସରେ ଏକ ବୈଠକ ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କୁ…

‘ଭାରତ ଉପରେ ଟାରିଫ ଲଗାଇବା ସମ୍ପୂର୍ଣ୍ଣ ଠିକ…’, ଜେଲନସ୍କିଙ୍କ ଚମକାଇବା ଭଳି ବୟାନ

କ୍ୱିଭ,୮।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଅନେକ ଦେଶ ଉପରେ ଭାରୀ ଶୁଳ୍କ ଲଗାଇଛନ୍ତି। ସେହି ସମୟରେ, ଏବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ମଧ୍ୟ ଟ୍ରମ୍ପଙ୍କୁ ତାଙ୍କ ଶୁଳ୍କ ଉପରେ ସମର୍ଥନ କରିଛନ୍ତି। ଜେଲେନ୍ସକି କହିଛନ୍ତି ଯେ…

କାହିଁକି ଜେଲେନ୍ସକିଙ୍କୁ ଧନ୍ୟବାଦ ଦେଲେ ମୋଦି? ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ/କ୍ୱିଭ,୧୬।୮: ଶନିବାର ଭାରତ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାକ୍ଷାତକୁ ସ୍ବାଗତ କରିଛି। ଏହି ବୈଠକ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା କିନ୍ତୁ ୟୁକ୍ରେନ ଯୁଦ୍ଧରେ ଯୁଦ୍ଧବିରତି ଉପରେ କୌଣସି ଠୋସ…

ଡେଟ ଫାଇନାଲ, ପୁଟିନଙ୍କ ପରେ ଟ୍ରମ୍ପଙ୍କୁ ଭେଟିବେ ଜେଲନସ୍କି, ଏହା ପଛରେ ରହିଛି ବଡ଼ କାରଣ

ଓ୍ବାଶିଂଟନ,୧୬।୮: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି କହିଛନ୍ତି ଯେ ସେ ରୁଷିଆ ସହିତ ଚାଲିଥିବା ଯୁଦ୍ଧ ଶେଷ କରିବା ପାଇଁ ‘ରଚନାତ୍ମକ ସହଯୋଗ’ କରିବାକୁ ପ୍ରସ୍ତୁତ। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ ମାଧ୍ୟମରେ କଥାବାର୍ତ୍ତା ପରେ ଏହି…

ଶେଷ ହୋଇନି ରୁଷିଆ-ୟୁକ୍ରେନ ଯୁଦ୍ଧ, ଆହୁରି ହେବ ଭୟଙ୍କର, ଜେଲେନ୍‌ସ୍କି କହିଲେ…

କ୍ୱିଭ୍‌,୧୦ା୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ରୁଷିଆ ସେନା ଗତ ୮ ଘଣ୍ଟା ଧରି ୟୁକ୍ରେନ ଉପରେ ପ୍ରବଳ ଆକ୍ରମଣ କରୁଛି। ଜେଲେନ୍‌ସ୍କି ଘୋଷଣା କରିବା ପରେ ରୁଷିଆର ବିମାନ ଆକ୍ରମଣ ତୀବ୍ର ହୋଇଥିଲା ଯେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri