ବଲୁଚ ଆର୍ମି ଟାର୍ଗେଟରେ ଜାଫର ଏକ୍ସପ୍ରେସ, ବିସ୍ଫୋରଣରେ ଥରି ଉଠିଲା ପାକିସ୍ତାନ ଇସଲାମାବାଦ,୭।୧୦: ପାକିସ୍ତାନର ଜାଫର ଏକ୍ସପ୍ରେସ ଟ୍ରେନ ଉପରେ ପୁଣି ଥରେ ଆକ୍ରମଣ ହୋଇଛି। ବୋମା ବିସ୍ଫୋରଣରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ଏବଂ ଅନେକ କୋଚ ଲାଇନଚ୍ୟୁତ ହୋଇଛି। ବାଲୁଚ ଲିବରେସନ ଗାର୍ଡସ ଏହି ଆକ୍ରମଣ ପାଇଁ ଦାୟୀ ବୋଲି…