ଯୁବରାଜ ସିଂହଙ୍କ ବାପାଙ୍କୁ ପୃଥ୍ବୀ ଶ’ଙ୍କ ଧମକ, କହିଲେ…
ନୂଆଦିଲ୍ଲୀ,୨୪।୧୧: ପୃଥ୍ବୀ ସ’ (Prithvi Shaw), ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି। ଏହି ବିବାଦ ଏକ ସାକ୍ଷାତକାରରୁ ଆରମ୍ଭ ହୋଇଛି, ଯେଉଁଥିରେ ଯୋଗରାଜ, ପୃଥ୍ବୀ ଶ’ଙ୍କ ଜୀବନଶୈଳୀକୁ ପୂର୍ବତନ କ୍ରିକେଟର…

