ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହଙ୍କ ବଡ଼ ବୟାନ: ‘ଛାଡି ଚାଲିଗଲେ ସ୍ତ୍ରୀ ଆଉ ପୁଅ’ ଚଣ୍ଡୀଗଡ଼,୧୭।୧୧: ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଭିନେତା ଯୋଗରାଜ ସିଂହ ନିଜ ଜୀବନର ଗଭୀର ଏକଲାପଣ ଏବଂ ଭାବନାତ୍ମକ ଦୁଃଖ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ପୂର୍ବରୁ ଭାରତ ପାଇଁ ଫାଷ୍ଟ ବୋଲର ଏବଂ କ୍ରିକେଟର ଯୁବରାଜ ସିଂହଙ୍କ ପିତା...