ତ୍ରିକୋଣୀୟ ପ୍ରେମରେ ବଳି ପଡ଼ିଲେ ନିରୀହ ଯୁବକ, ସାଙ୍ଗକୁ ବଞ୍ଚାଇବାକୁ ଯାଇ ଖଣ୍ଡା ଚୋଟରେ ଗଲା ଜୀବନ ନୂଆଦିଲ୍ଲୀ,୧୬।୩: ବନ୍ଧୁଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ଖଣ୍ଡା ଚୋଟରେ ଚାଲିଗଲା ନିରୀହ ଯୁବକଙ୍କ ଜୀବନ। ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିସ୍ୱର ଅଞ୍ଚଳରେ ଜଣେ ଯୁବକଙ୍କୁ ଧାରୁଆ ଖଣ୍ଡରେ ହାନି ହତ୍ୟା କରାଯାଇଛି। ମୃତକଙ୍କ ନାମ...