ଭୋଜି କରିବାକୁ ଆସି ଜଳପ୍ରପାତରେ ଭାସିଗଲେ ଯୁବକ ବଣାଇଁ,୭ା୭(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ବାଦଲଗିରି ଜଳପ୍ରପାତକୁ ଭୋଜି କରିବାକୁ ଆସିଥିବା ୧୩ ଜଣ ଯୁବକଙ୍କ ମଧ୍ୟରୁ ଗାଧୋଇବା ବେଳେ ଜଣେ ନିଖୋଜ ହୋଇଯାଇଥିବା ଘଟଣା ପ୍ରଚାରିତ ହେବା ପରେ ଏକ ଭିନ୍ନ ଧରଣର…