ଇରାନ ବିକ୍ଷୋବ: ଯୁବକଙ୍କୁ ଫାଶୀ ଦଣ୍ଡ, ଶେଷ ଦେଖା ପାଇଁ ପରିବାରକୁ ମିଳିଲା ମାତ୍ର ୧୦ ମିନିଟ୍ ନୂଆଦିଲ୍ଲୀ,୧୪।୧: ଇରାନରେ ଜାରି ରହିଥିବା ସରକାର ବିରୋଧୀ ବିକ୍ଷୋବ ଭୟଙ୍କର ହେବାରେ ଲାଗିଛି। ଏହି ବିକ୍ଷୋବରେ ସାମିଲ ହୋଇଥିବା ପ୍ରାୟ ଅଢେଇ ହଜାର ଲୋକେ ମୃତ୍ୟୁ ବରଣ କଲେଣି। ଏହାରି ମଧ୍ୟରେ ଆନ୍ଦୋଳନରେ ସାମିଲ ହେବା ଅପରାଧରେ ଜଣେ ୨୬...