ଏକ ତରଫା ପ୍ରେମର କରୁଣ ପରିଣତି: ହୋଟେଲ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା! ଭୁବନେଶ୍ୱରର,୧୫।୧୨: ଏକପାଖିଆ ପ୍ରେମରୁ ଗଲା ଜୀବନ। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକ ଓୟୋ ହୋଟେଲ ଛାତରୁ ଡେଇଁପଡି ନିଜ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ଯୁବକ ନୟାଗଡ ଜିଲାର ଦୀପକ ନାୟକ ବୋଲି ଜଣାପଡିଛି। ଖବର ଅନୁଯାୟୀ ଦୀପକ...