ଭାରତୀୟ ନର୍ସଙ୍କୁ ୟେମେନରେ ହେବନାହିଁ ଫାଶୀ! ଜାଣନ୍ତୁ ସୁପ୍ରିମକୋର୍ଟରେ ହେଉଥିବା ଆଲୋଚନା Blood Money ଟ୍ରିକ କ’ଣ ସାନା/ନୂଆଦିଲ୍ଲୀ,୧୦।୭: କେରଳର ବାସିନ୍ଦା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ଜୀବନ ଏବେ ଏକ ଅତ୍ୟନ୍ତ ସଙ୍କଟପୂର୍ଣ୍ଣ ସ୍ଥିତିରେ ଅଛି। ୟେମେନର ଏକ କୋର୍ଟ ତାଙ୍କୁ ତାଙ୍କ ୟେମେନୀ ବ୍ୟବସାୟିକ ଅଂଶୀଦାରଙ୍କ ହତ୍ୟା ପାଇଁ ମୃତ୍ୟୁଦଣ୍ଡ ଦେଇଛନ୍ତି ଏବଂ ଗଣମାଧ୍ୟମ ରିପୋର୍ଟ...