ମ୍ୟାଚ୍ ମଝିରେ ଆସିଲା ହୃଦୟଘାତ: ୩୯ ବର୍ଷୀୟ ରେସଲର ମୃତ ନୂଆଦିଲ୍ଲୀ,୧୮।୩: ରବିବାର ନ୍ୟୁ ଜର୍ସିର ଏକ ମ୍ୟାଚ୍ ସମୟରେ ହୃଦଘାତର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ରେସଲର ଭିନ୍ସ ଷ୍ଟିଲ୍। “ଦି ଜୁରାସିକ୍ ଜଗରନଟ୍” ଭାବରେ ଜଣା ରେସଲରଙ୍କର ୩୯ ବର୍ଷ ବୟସରେ ଜୀବନ ଚାଲିଯାଇଛି। ଦି ନ୍ୟୁୟର୍କ ପୋଷ୍ଟ...