କଫ ସିରପ ଖାଇ ଶିଶୁ ମୃତ୍ୟୁ ମାମଲାକୁ ନେଇ ଭାରତକୁ ଏମିତି ପ୍ରଶ୍ନ ପଚାରିଲା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଜେନେଭା,୯।୧୦: ଭାରତରେ କଫ ସିରପ ଖାଇବା ପରେ ୨୨ ଜଣ ପିଲାଙ୍କ ମୃତ୍ୟୁ ଘଟଣା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଏହି ସମୟରେ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ମଧ୍ୟ ଏହି ବିଷୟରେ ପ୍ରଶ୍ନ ଉଠାଇଛି। ସେମାନେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ପଚାରିଛନ୍ତି…