World Cup Trophy ନେବା ପୂର୍ବରୁ ଏମିତି ଇଚ୍ଛା ପ୍ରକାଶ କରିଥିଲେ ହରମନପ୍ରୀତ, ଏହାକୁ ପୂରଣ କଲେନି ଜୟ ଶାହା, ଭିଡିଓ ଭାଇରାଲ ନୂଆଦିଲ୍ଲୀ,୩।୧୧: ଭାରତୀୟ ମହିଳା କ୍ରିକେଟ ଦଳ ନଭେମ୍ବର ୨ ତାରିଖରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ଥର ପାଇଁ ୨୦୨୫ ODI ବିଶ୍ୱକପ ଜିତିଥିଲା। ଦଳର ଅଧିନାୟକ ହରମନପ୍ରୀତ କୌର, ଯାହାଙ୍କ ଅଧିନାୟକତ୍ୱ ଉପରେ ଲଗାତାର ତିନୋଟି ପରାଜୟ...