ରୋହିତ-କୋହଲିଙ୍କୁ ଅଲ୍ଟିମେଟମ୍ ଦେଲା BCCI: ଯଦି ଏ କାମ ନ କରନ୍ତି,ରୋହିତ ଦଳରୁ ବିଦା ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ ଘଟୁଛି। ବିସିସିଆଇ ଦଳର ଦୁଇ ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ରୋହିତଙ୍କଠାରୁ ଦିନିକିଆ ଅଧିନାୟକ ପଦ ଛଡ଼ାଇ ନେଇ ଗିଲ୍ଙ୍କୁ ଦେଇଛି। ବୋର୍ଡ…