Tag Archives: world bank

ଭାରତର GDP ଆକଳନ 6.5% କୁ ବୃଦ୍ଧି କଲା ବିଶ୍ୱ ବ୍ୟାଙ୍କ

ମୁମ୍ବାଇ,୭।୧୦: ବିଶ୍ୱ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଭାରତର GDP ବୃଦ୍ଧି ଅନୁମାନକୁ ୬.୩%ରୁ ୬.୫%କୁ ବୃଦ୍ଧି କରିଛି, ଯାହା ଦେଶରେ ଖର୍ଚ୍ଚ, କୃଷି ଓ ଗ୍ରାମ୍ୟ ମଜୁରୀର ଭଲ ପ୍ରଦର୍ଶନରୁ ହୋଇଛି। କିନ୍ତୁ ଆର୍ଥିକ ବର୍ଷ ୨୭ରେ...

ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ସଭାପତି, ପାକିସ୍ତାନ ଉପରେ ଲାଗିବ ଆର୍ଥିକ ପ୍ରତିବନ୍ଧକ!

ନୂଆଦିଲ୍ଲୀ,୮।୫: ବିଶ୍ୱ ବ୍ୟାଙ୍କ ସଭାପତି ଅଜୟ ବଙ୍ଗା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି, ଯାହା ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସହିତ ଇଣ୍ଡସ ଜଳ ଚୁକ୍ତିକୁ ସ୍ଥଗିତ ରଖିବାର କିଛି ଦିନ ପରେ ହୋଇଛି। ଏହି...

ଭାରତର ଅଭିବୃଦ୍ଧି ୬.୭% ରହିବ: ବିଶ୍ୱବ୍ୟାଙ୍କ

ଓ୍ବାଶିଂଟନ,୧୭।୧: ଆଗାମୀ ୨ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ବାର୍ଷିକ ୬.୭ ପ୍ରତିଶତ ରହିବ ବୋଲି ବିଶ୍ୱବ୍ୟାଙ୍କର ସଦ୍ୟତମ ଅଭିବୃଦ୍ଧି ଆକଳନରେ କୁହାଯାଇଛି। ଭାରତର ଅଭିବୃଦ୍ଧି ସହ ୨୦୨୫-୨୬ ବର୍ଷରେ ଦକ୍ଷିଣ ଏସିଆରେ ଆର୍ଥତ୍କ ଅଭିବୃଦ୍ଧି ୬.୨...

ଯୁଦ୍ଧ-ଆର୍ଥିକ କଟକଣାର ନାହିଁ କୌଣସି ପ୍ରଭାବ, ଦ୍ରୁତ ଗତିରେ ବଢି ଚାଲିଛି ରୁଷିଆ ଅର୍ଥନୀତି

ନୂଆଦିଲ୍ଲୀ,୪।୭: ଆମେରିକା ଏବଂ ଏହାର ସହଯୋଗୀ ଦେଶମାନେ ଲଗାଇଥିବା ଆର୍ଥିକ କଟକଣା ସତ୍ତ୍ୱେ ଅର୍ଥନୈତିକ କ୍ଷେତ୍ରରେ ରୁଷିଆର ପ୍ରଦର୍ଶନ ସୁଦୃଢ ରହିଛି। ବିଶ୍ୱ ବ୍ୟାଙ୍କର ସର୍ବଶେଷ ର଼୍ୟାଙ୍କିଙ୍ଗରେ ଋଷ ବର୍ତ୍ତମାନ ଉଚ୍ଚ ଆୟକାରୀ ଅର୍ଥନୀତିରେ ଅନ୍ତର୍ଭୁକ୍ତ ହୋଇଛି। ଏହା ସହିତ...

୨୦୨୪ରେ ୭.୫% ରହିବ ଭାରତର ଜିଡିପି, ନିର୍ବାଚନୀ ବର୍ଷରେ ବଡ଼ ଆକଳନ କଲା ବିଶ୍ବବ୍ୟାଙ୍କ

ନୂଆଦିଲ୍ଲୀ,୩।୪: ଭାରତରେ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ଆକଳନ କରିଛି ବିଶ୍ବବ୍ୟାଙ୍କ। ୨୦୨୪ରେ ଭାରତୀୟ ଅର୍ଥନୀତି ୭.୫% ହାରରେ ଅଭିବୃଦ୍ଧି କରିବ ବୋଲି ବିଶ୍ବବ୍ୟାଙ୍କ କହିଛି। ପୂର୍ବରୁ ଭାରତର ଅଭିବୃଦ୍ଧି ହାର ୬.୩% ଆକଳନ କରିଥିବା ବେଳେ ଏବେ ସଦ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri