ହାଉସ୍ଓ୍ବାଇଫ୍ ବୋଲି ଚିନ୍ତିତ କି? ଘରୁ ଏହି ୫ ବ୍ୟବସାୟ ଆରମ୍ଭ କରି କରନ୍ତୁ ମୋଟା ଅଙ୍କର ରୋଜଗାର… ନୂଆଦିଲ୍ଲୀ,୨୭।୧: ଆଜିକାଲି ସମୟରେ ଜଣେ ଗୃହିଣୀ ଘରେ ସୀମିତ ରହିବାକୁ ଚାହାଁନ୍ତି ନାହିଁ। ସେ ନିଜର ପରିଚୟ ତିଆରି କରିବାକୁ, ଆତ୍ମନିର୍ଭରଶୀଳ ହେବାକୁ ଏବଂ ପରିବାରର ଆୟରେ ଯୋଗଦାନ ଦେବାକୁ ଚାହାଁନ୍ତି। ଭଲ ଖବର ହେଉଛି ଗୃହିଣୀମାନଙ୍କୁ ଆଗକୁ ବଢ଼ିବା ପାଇଁ…