“ପ୍ରତିଦିନ କାନ୍ଦୁଥିଲି”: ଭାରତକୁ ଐତିହାସିକ ବିଜୟ ଦେବା ପରେ ଭାବପ୍ରବଣ ହେଲେ ଜେମିମାହ ରଡ୍ରିଗ୍ସ ନବୀ ମୁମ୍ବାଇ,୩୧।୧୦: ଡିୱାଇ ପାଟିଲ ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ସେମିଫାଇନାଲ୍ରେ ଭାରତ ରେକର୍ଡ ୩୩୯ ରନ୍ ଲକ୍ଷ୍ୟ ପିଛା କରି ୪୮.୩ ଓଭର୍ରେ ୫ ଉଇକେଟ୍ ହରାଇ ୩୪୧ ରନ୍ କରି ବିଜୟୀ ହୋଇ ମହିଳା ବିଶ୍ୱକପ୍ ଫାଇନାଲ୍କୁ ଯୋଗ୍ୟତା…