ମାତୃତ୍ୱ ଛୁଟି ମହିଳାମାନଙ୍କ ପ୍ରଜନନ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ: ସୁପ୍ରିମକୋର୍ଟ ନୂଆଦିଲ୍ଲୀ, ୨୩।୫: ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି ଯେ ମାତୃତ୍ୱ ଛୁଟି ମହିଳାମାନଙ୍କ ପ୍ରଜନନ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତାମିଲନାଡୁର ଜଣେ ମହିଳା ସରକାରୀ ଶିକ୍ଷକଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଆବେଦନରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି।…