ବଳାତ୍କାରରୁ ବର୍ତ୍ତିବା ପାଇଁ ଟ୍ରେନ୍ରୁ ଡେଇଁଲେ ହାଇଦ୍ରାବାଦ, ୨୫ା୩: ହାଇଦ୍ରାବାଦରେ ଜଣେ ଯୁବତୀ (୨୩) ବଳାତ୍କାରରୁ ବର୍ତ୍ତିବା ପାଇଁ ଚଳନ୍ତା ଟ୍ରେନ୍ରୁ ଡେଇଁ ପଡ଼ିଛନ୍ତି। ତାଙ୍କୁ ଆହତ ଅବସ୍ଥାରେ ହାଇଦ୍ରାବାଦର ରାହୋଗିରୋସ୍ଥିତ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟ୍ରେନ୍ ମଧ୍ୟରେ ଜଣେ ଯୁବକ ତାଙ୍କୁ ବଳାତ୍କାର କରିବାକୁ…