ମହିଳାଙ୍କ ପ୍ରାଇଭେଟ୍ ପାର୍ଟରୁ ବାହାରୁଥିଲା ମଳ, ଡାକ୍ତରମାନେ ଏମିତି କଲେ ଏହି ଅଜବ ରୋଗର ଚିକିତ୍ସା, ଜାଣିଲେ… ଦୁଇ ବୟସ୍କା ମହିଳା ଏକ ଅଜବ ରୋଗରେ ପୀଡ଼ିତ ଥିଲେ। ଜଣେ ମହିଳାଙ୍କର ରେକ୍ଟୋଭାଜିନାଲ ଫିଷ୍ଟୁଲା ଏବଂ ଅନ୍ୟ ଜଣଙ୍କର ଏଣ୍ଟେରୋଭାଜିନାଲ ଫିଷ୍ଟୁଲା ଥିଲା। ଏଣ୍ଟେରୋଭାଜିନାଲ ଫିଷ୍ଟୁଲା ରୋଗ ହେତୁ ଅନ୍ତନଳୀ ଏବଂ ମହିଳାଙ୍କ ଗୁପ୍ତାଙ୍ଗ ମଧ୍ୟରେ ଏକ ଅସ୍ବାଭାବିକ ସଂଯୋଗ…