ସ୍ବାମୀଙ୍କୁ ଉଦ୍ଧାର କରିବାକୁ ୪୦ ଫୁଟ୍ କୂଅରେ ପଶିଲେ ମହିଳା ଥିରୁଭାନନ୍ଥପୁରମ୍,୬।୨: କେରଳର ଏର୍ନାକୁଲମ୍ ଜିଲାର ପିରାଭୋମ୍ ମ୍ୟୁନିସିପାଲିଟି ଅଞ୍ଚଳରେ ରହୁଥିବା ୬୪ ବର୍ଷୀୟ ଅବସରପ୍ରାପ୍ତ ପୋଲିସ ଅଫିସର ରାମେସାନ୍ ବୁଧବାର ଅପରାହ୍ନରେ ନିଜ ଅଗଣାରେ ଥିବା ଗଛରୁ ଗୋଲମରିଚ ତୋଳୁଥିବା ବେଳେ ପାଖ କୂଅରେ ଖସିପଡ଼ିଥିଲେ। ସ୍ତ୍ରୀ ପଦ୍ମମ୍ ତାଙ୍କୁ ଉଦ୍ଧାର…