ଫୁଟ୍ପାଥ୍ରେ ଗାଡ଼ି ଚଲାଇବା ପଡ଼ିଲା ମହଙ୍ଗା: ସ୍କୁଟର ଆରୋହୀଙ୍କୁ ଅଟକାଇ ପାନେ ଦେଲେ ବୃଦ୍ଧା କେରଳ,୧୩।୨: ଟ୍ରାଫିକ୍ ଜାମ୍ରୁ ବଞ୍ଚିବା ପାଇଁ ଫୁଟ୍ପାଥ୍ରେ ସ୍କୁଟର ଚଲାଇବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। କେରଳର କୋଝିକୋଡ ଅଞ୍ଚଳରେ ଜଣେ ବୃଦ୍ଧା ନିଜର ସାହସିକତା ପ୍ରଦର୍ଶନ କରି ଜଣେ ସ୍କୁଟର ଆରୋହୀଙ୍କୁ ଫୁଟ୍ପାଥ୍ ବ୍ୟବହାର କରିବାରୁ ଅଟକାଇବା ସହ ତାଙ୍କୁ…