ପୁଣି ଥରିଲା ଓଡ଼ିଶା; ଆସନ୍ତା ୨ ଦିନ ଘନ କୁହୁଡ଼ି ଆଶଙ୍କା, ଏସବୁ ଜିଲାକୁ ସତର୍କ ସୂଚନା ଭୁବନେଶ୍ୱର,୨୭ା୧୧: ରାଜ୍ୟରେ ପୁଣିଥରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳରେ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ,...