୧୦ ଡିଗ୍ରୀ ତଳେ ରାଜ୍ୟର ୨୮ ସହର: ଟ୍ବିନ୍ସିଟିରେ ଅସମ୍ଭାଳ ଶୀତ, ସର୍ବନିମ୍ନ ତାପମାତ୍ରା ରହିଛି… ଭୁବନେଶ୍ୱର,୧୦ା୧: ଟ୍ବିନସିଟି କଟକ ଓ ଭୁବନେଶ୍ବରରେ ଅସମ୍ଭାଳ ଶୀତ ଅନୁଭୂତ ହେଉଛି। କଟକରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଥିବାବେଳେ ଭୁବନେଶ୍ୱରରେ ୯.୨ ଡିଗ୍ରୀ ତାପମାତ୍ରା ରହିଛି। ଶୀତର ପ୍ରକୋପ ଯୋଗୁ ଲୋକେ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଘରୁ ବାହାରି...