VIDEO: ଶେଷ ଭିଡିଓରେ ଗର୍ବରେ ହସୁଥିବା ନଜର ଆସିଲେ ଓ୍ବିଙ୍ଗ କମାଣ୍ଡର, ତେଜସ ଦୁର୍ଘଟଣାରେ ହୋଇଛନ୍ତି ଶହୀଦ ଦୁବଇ,୨୨।୧୧: ଶୁକ୍ରବାର ଦୁବାଇରେ ଏକ ଏୟାର ଶୋ’ ସମୟରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଭାରତର ସ୍ବଦେଶୀ ଭାବରେ ବିକଶିତ ତେଜସ ଲଢୁଆ ବିମାନ ପ୍ରଦର୍ଶନୀ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁଃଖଦ ଦୁର୍ଘଟଣାରେ ୱିଙ୍ଗ କମାଣ୍ଡର ନମାଂଶ...