Elon Musk on Wikipedia: ‘୧ ବିଲିୟନ ଡଲାର ନିଅ, ଆଉ ନାଁ ବଦଳାଇ ଦିଅ, ଓ୍ବିକିପିଡିଆକୁ ଅଫର୍ ଦେଲେ ମସ୍କ, ଜାଣନ୍ତୁ କାହିିଁକି ନ୍ୟୁୟର୍କ,୧୮।୨: ଗତ କିଛି ଦିନ ହେବ ଟେସଲା ଏବଂ ସ୍ପେସଏକ୍ସ ମାଲିକ ଏଲନ ମସ୍କ ତାଙ୍କର ସୋସିଆଲ ପୋଷ୍ଟ ଯୋଗୁ ପ୍ରତିଦିନ ଚର୍ଚ୍ଚାରେ ଥାନ୍ତି। ସେ ପ୍ରାୟତଃ ଏପରି ପୋଷ୍ଟ କରନ୍ତି, ଯାହା ସାରା ବିଶ୍ୱର ଗଣମାଧ୍ୟମରେ ଆଲୋଚନା ହୁଏ।...