ଓ୍ବାନ ଡେ’ରେ ସବୁଠାରୁ ଅଧିକ ଷ୍ଟମ୍ପିଂ କରିଥିବା ଓ୍ବିକେଟକିପର କିଏ? ଏବେବି… ନୂଆଦିଲ୍ଲୀ,୨୭।୧୦: ODI କ୍ରିକେଟରେ ଜଣେ ୱିକେଟକିପରଙ୍କ ଭୂମିକା କେବଳ ବଲକୁ ଧରିବା କିମ୍ବା ବନ୍ଦ କରିବା ପର୍ଯ୍ୟନ୍ତ ସୀମିତ ନୁହେଁ। କେତେକ ସମୟରେ, ଏକ ଦ୍ରୁତ ଷ୍ଟମ୍ପିଂ ଏକ ମ୍ୟାଚର ମୋଡ଼ ବଦଳାଇ ଦେଇପାରେ। ଏହି ଫର୍ମାଟରେ ଅନେକ ମହାନ...