ପ୍ରେଗ୍ନାନ୍ସି ସମୟରେ ହିମୋଗ୍ଲୋବିନ୍ ଯାଞ୍ଚ କାହିଁକି ଜରୁରୀ? ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ… ହିମୋଗ୍ଲୋବିନ ହେଉଛି ଆମ ଲୋହିତ ରକ୍ତ କଣିକା (RBC)ରେ ମିଳୁଥିବା ଏକ ପ୍ରୋଟିନ୍। ଏହାର ପ୍ରାଥମିକ କାର୍ଯ୍ୟ ହେଉଛି ଫୁସ୍ଫୁସ୍ରୁ ଶରୀରର ପ୍ରତ୍ୟେକ ଅଂଶକୁ ଅମ୍ଳଜାନ ପରିବହନ କରିବା ଏବଂ କାର୍ବନ ଡାଇଅକ୍ସାଇଡ୍ ବାହାର କରିବା। ଶରୀରରେ ପର୍ଯ୍ୟାପ୍ତ ପରିମାଣର ହିମୋଗ୍ଲୋବିନ…