୧୩ ମାସର ସର୍ବନିମ୍ନ ସ୍ତରରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି ନୂଆଦିଲ୍ଲୀ,୧୪।୫: ଭାରତର ପାଇକାରୀ ମୁଦ୍ରାସ୍ଫୀତି (Wholesale Price Index – WPI) ଏପ୍ରିଲ ୨୦୨୫ରେ ୧୩ ମାସର ସର୍ବନିମ୍ନ ସ୍ତର ୦.୮୫%ରେ ପହଞ୍ଚିଛି, ଯାହା ମାର୍ଚ୍ଚ ୨୦୨୫ର ୨.୦୫% ତୁଳନାରେ ଆଖିଦୃଶିଆ ହ୍ରାସ ଦର୍ଶାଉଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ...