Tag Archives: white house

ହ୍ବାଇଟ ହାଉସରେ ଇତିହାସର ସବୁଠାରୁ ମହଙ୍ଗା UFC ଶୋ; ରାଷ୍ଟ୍ରପତି ଟ୍ରମ୍ପ ଅନନ୍ୟ ଶୈଳୀରେ ପାଳନ କଲେ ୮୦ତମ ଜନ୍ମଦିନ, ଖର୍ଚ୍ଚ ଜାଣିଲେ…

ଓ୍ବାଶିଂଟନ,୧୬।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ୮୦ତମ ଜନ୍ମଦିନକୁ ପ୍ରକୃତରେ ଅନନ୍ୟ ଏବଂ ସ୍ମରଣୀୟ ଢଙ୍ଗରେ ପାଳନ କରିଥିଲେ। ଏହି ବିଶେଷ ଅବସର ପାଇଁ, ହ୍ବାଇଟ ହାଉସ ‘ସାଉଥ ଲନ’କୁ ଏକ ହାଇ-ଭୋଲଟେଜ ଫାଇଟିଂ ରିଙ୍ଗରେ ପରିଣତ କରାଯାଇଥିଲା, ଯେଉଁଥିରେ…

ଟ୍ରମ୍ପଙ୍କୁ ଆଉ ଏକ ଝଟ୍‌କା: ଆମେରିକାକୁ AIରେ ଶୀର୍ଷରେ ପହଞ୍ଚାଇଥିବା ଏହି ଭାରତୀୟ ବଂଶୋଦ୍ଭବ ଦେଲେ ଇସ୍ତଫା

ଓ୍ବାଶିଂଟନ,୭ା୬: ଟ୍ରମ୍ପ ପ୍ରଶାସନର ଅନ୍ୟତମ ପ୍ରମୁଖ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ପ୍ରଯୁକ୍ତି ପରାମର୍ଶଦାତା ଶ୍ରୀରାମ କ୍ରିଷ୍ଣନ୍‌ ହ୍ବାଇଟ୍‌ ହାଉସ୍‌ରେ ତାଙ୍କ ଚାକିରି ଛାଡ଼ିବାକୁ ଯାଉଛନ୍ତି। ଗତ ୧୮ ମାସ ଧରି ସେ କୃତ୍ରିମ ବୁଦ୍ଧିମତ୍ତା (AI) ରଣନୀତି ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ…

ମୋଦିଙ୍କୁ ଭେଟିଲେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ହ୍ବାଇଟ ହାଉସ ଗସ୍ତ ପାଇଁ କଲେ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୩।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଗସ୍ତ ପାଇଁ ଭାରତ ଆସିଥିବା ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ, ଆଲୋଚନାର ଫଟୋ ମଧ୍ୟ ଶେୟାର କରାଯାଇଥିଲା। ସାକ୍ଷାତ ବିଷୟରେ ମତାମତ ଦେଇ…

‘ମୁଁ ବଳାତ୍କାରୀ ନୁହେଁ…’ନିଜ ସହିତ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ଏହାର ବଡ଼ କାରଣ

ଓ୍ବାଶିଂଟନ,୨୭।୪: ୱାଶିଂଟନ, ଡି.ସି.ରେ ହ୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସଙ୍କ ରାତ୍ରୀଭୋଜନ ସମୟରେ ଏକ ଅସ୍ତ୍ରଶସ୍ତ୍ର ଧରି ଜଣେ ସନ୍ଦିଗ୍ଧ ବ୍ୟକ୍ତି କାର୍ଯ୍ୟକ୍ରମ ଭଙ୍ଗ କରିବାରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଅଭିଯୁକ୍ତଙ୍କୁ କାଲିଫର୍ନିଆର ବାସିନ୍ଦା ୩୧ ବର୍ଷୀୟ କୋଲ ଥମାସ ଆଲେନ ଭାବରେ ଚିହ୍ନଟ…

ଗୁଳିକାଣ୍ଡ ଘଟଣାକୁ ନେଇ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରପତିଙ୍କ ବଡ଼ ବୟାନ, କହିଲେ ଯିଏ ଅଧିକ କାମ କରେ…

ଓ୍ବାଶିଂଟନ,୨୬।୪: ଆମେରିକାର ରାଜଧାନୀ ୱାଶିଂଟନର ହିଲଟନ ହୋଟେଲରେ ‘ହ୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସ’ ରାତ୍ରୀଭୋଜନ ସମୟରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଷ୍ଟ୍ରପତି ଟ୍ରମ୍ପ ଏକ ବିବୃତ୍ତି ଜାରି କରିଛନ୍ତି। ଏହି ଗୁଳିକାଣ୍ଡ ପରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀ…

ଟ୍ରମ୍ପଙ୍କ ସାପ୍ତାହିକ ଛୁଟି ବାତିଲ, ଜାଣନ୍ତୁ ପୂରା ମାମଲା…

ଓ୍ବାଶିଂଟନ,୪ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଓ୍ବିକ୍‌ଲି ଅଫ୍‌ ବା ସାପ୍ତାହିକ ଛୁଟି ବାତିଲ କରିଛନ୍ତି। ହ୍ବାଇଟ୍‌ ହାଉସରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରମ୍ପ ଏହି ସମୟ ମଧ୍ୟରେ ହ୍ବାଇଟ୍‌ ହାଉସ୍‌ରେ ରହିବେ। ଉଚ୍ଚସ୍ତରୀୟ ରୁଦ୍ଧଦ୍ୱାର ବୈଠକର ଅଧ୍ୟକ୍ଷତା କରିବେ।…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ କରିବେ ବୋଲି ହ୍ବାଇଟ ହାଉସ ଘୋଷଣା କରିଛି। ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ…

ଆମେରିକାକୁ ଫେରି ସି ଜିନପିଙ୍ଗଙ୍କ ଏପରି ଫଟୋ ରିଲିଜ କଲେ ଟ୍ରମ୍ପ, ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୭ା୧୧: ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏସିଆ-ପାସିଫିକ୍ ଅର୍ଥନୈତିକ ସହଯୋଗ (APEC) ଶିଖର ସମ୍ମିଳନୀ ଅବସରରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି ଦ୍ୱିପାକ୍ଷିକ ବୈଠକର କିଛି ଫଟୋ ହ୍ୱାଇଟ ହାଉସ୍ ପକ୍ଷରୁ ପ୍ରକାଶ କରାଯାଇଛି,…

ହ୍ୱାଇଟ୍ ହାଉସରେ ଦୀପାବଳି: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବାଣିଜ୍ୟକୁ ନେଇ କଥା ହୋଇଥିବା ଟ୍ରମ୍ପଙ୍କ ଦାବି

ନୂଆଦିଲ୍ଲୀ,୨୨।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଙ୍ଗଳବାର ହ୍ୱାଇଟ୍ ହାଉସରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ସେ ତାଙ୍କ ପ୍ରଶାସନରେ ଥିବା ଭାରତୀୟ-ଆମେରିକୀୟ ସଦସ୍ୟ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କ ସହ ଆଲୋକର ପର୍ବ ଦୀପାବଳି ପାଇଁ ଦୀପ…

କାହିଁକି ହ୍ବାଇଟ ହାଉସ ଉପରେ ଚାଲିଲା ବୁଲଡୋଜର? ଜଣାପଡିଲା ଅସଲ କାରଣ

ଓ୍ବାଶିଂଟନ,୨୧।୧୦: ବୁଲଡୋଜରର ଶବ୍ଦ ଏବେ ହ୍ବାଇଟ ହାଉସରେ ପ୍ରତିଧ୍ୱନିତ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦ ଅକ୍ଟୋବର, ୨୦୨୫ରେ ହ୍ବାଇଟ ହାଉସର ପୂର୍ବ ୱିଙ୍ଗରେ ବୁଲଡୋଜର ଏବଂ କ୍ରେନ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ୟ ହେଉଛି ହ୍ବାଇଟ ହାଉସରେ…

ବେପାରୀ ଟ୍ରମ୍ପଙ୍କ ସମର୍ଥନ ହାସଲ ପାଇଁ ଚାଇନାକୁ ଧୋକା ଦେବ ପାକିସ୍ତାନ, ଦୁର୍ଲଭ ଖଣିଜ ପଦାର୍ଥ ଧରି ପହଞ୍ଚିଲେ ଅସିମ୍‌ ମୁନୀର

ନୂଆଦିଲ୍ଲୀ,୨୮।୯: ପାକିସ୍ତାନ ଆମେରିକାର ସମର୍ଥନ ହାସଲ କରିବା ପାଇଁ ନୂଆ ରଣନୀତି ଆପଣାଇଛି। ଗତ ସପ୍ତାହରେ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ୍‌ ଅସିମ୍‌ ମୁନୀର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ କାଠ ବାକ୍ସରେ ଦୁର୍ଲଭ ଖଣିଜ ପଦାର୍ଥ ଉପସ୍ଥାପନ କରି…

ଗୋଟିଏ ପଟେ ଟ୍ରେଣ୍ଡ କରୁଛି ‘Trump Is Dead’ ଅନ୍ୟପଟେ ହ୍ବାଇଟ ହାଉସ ନିକଟରେ Pizzaର ବଢିଗଲା ଡିମାଣ୍ଡ, ଜାଣନ୍ତୁ କାରଣ

ଓ୍ବାଶିଂଟନ,୫।୯: ଗତ ସପ୍ତାହରେ, ସୋସିଆଲ ମିଡିଆରେ ହଠାତ ଏକ ଟ୍ରେଣ୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ହଜାର ହଜାର ଲୋକ ଟୁଇଟରରେ ‘Trump Is Dead’ ହ୍ୟାସଟ୍ୟାଗ ବ୍ୟବହାର କରିଥିଲେ ଏବଂ ଟିଭି ଏବଂ ଅନଲାଇନ ମିଡିଆରେ ଏହାର ସତ୍ୟତା ଖୋଜିବା ଆରମ୍ଭ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri