ସୋନମ ଓ୍ବାଙ୍ଗଚୁକ୍ଙ୍କୁ ପୋଲିସ ଉଠାଇନେବାବେଳେ କାହିଁକି ଘେରାଇଥିଲା ଧଳା ଚାଦର, ଭିଡିଓ ଭାଇରାଲ ପରେ… ନୂଆଦିଲ୍ଲୀ,୧୮ା୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଜନ୍ତରମନ୍ତରରେ ଅନଶନରେ ବସିଥିବା ଶିକ୍ଷାବିତ୍ ସୋନମ ଓ୍ବାଙ୍ଗଚୁକ୍ଙ୍କ ମାମଲାରେ ଏକ ନୂଆମୋଡ଼ ଆସିଛି। ଦିଲ୍ଲୀ ପୋଲିସ ଓ୍ବାଙ୍ଗଚୁକ୍ଙ୍କୁ ପ୍ରତିବାଦ ସ୍ଥଳରୁ ନେଇଯାଇଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଏହି…