ସାବଧାନ! ହ୍ୱାଟ୍ସଆପ୍ରେ ଆସୁଛି ଠକେଇ ମେସେଜ୍: ‘NO’ ଲେଖିବା ମାତ୍ରେ ଖାଲି ହୋଇଯାଉଛି ବ୍ୟାଙ୍କ ଆକାଉଣ୍ଟ
ନୂଆଦିଲ୍ଲୀ,୧୮।୧୦: ସାଇବର ଠକମାନେ ଲୋକଙ୍କୁ ନିଜ ଜାଲରେ ଫସାଇବା ପାଇଁ ନିତିଦିନ ନୂଆ ନୂଆ ଉପାୟ ଆପଣାଉଛନ୍ତି। ନିକଟରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ) ସାଇବର ଠକେଇର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି। ପୋଲିସ ସୂଚନା…

