Weekly Horoscope: କେମିତି କଟିବ ଆଗାମୀ ସପ୍ତାହ? ଏହି ରାଶିର ବ୍ୟକ୍ତିଙ୍କ କ୍ୟାରିୟରରେ ହେବ ପରିବର୍ତ୍ତନ ଏକ ନୂତନ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ଏହି ସପ୍ତାହ ମେଷ, ବୃଷ ଏବଂ ମିଥୁନ ସମେତ ସମସ୍ତ ବାରୋଟି ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ତେବେ ଏହି ସପ୍ତାହରେ ଆପଣଙ୍କ କ୍ୟାରିଅର ଏବଂ ଶିକ୍ଷା କ୍ଷେତ୍ରରେ କିପରି ହେବ ଜାଣନ୍ତୁ…