ଶନିବାର ଠାରୁ ବୃଦ୍ଧି ପାଇବ ତାପମାତ୍ରା, ବିଭିନ୍ନ ଅଞ୍ଚଳରେ ୪୦ ଡ଼ିଗ୍ରୀରୁ ଉର୍ଦ୍ଧରେ ରହିବ
ଭୁବନେଶ୍ୱର,୧୧।୪: ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ପବନ ବହିବାର ସମ୍ଭାବନା ଥିବାରୁ ଆସନ୍ତା ଶନିବାର ଠାରୁ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ କହିଛି । ବିଶେଷକରି ରାଜ୍ୟର ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ...
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ୨ ରୁ ୩ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରା ବୃଦ୍ଧି ସମ୍ଭାବନା
ଭୁବନେଶ୍ୱର,୩।୪: ରାଜ୍ୟରେ ଆସନ୍ତା କିଛିଦିନ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୬ ତାରିଖ ସୁଦ୍ଧା ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ଏବଂ ଅଧିକାଂଶ...
ରାଜ୍ୟରେ କମିଲା ଶୀତର ପ୍ରଭାବ, ଏବେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୩୧।୧: ରାଜ୍ୟରେ ହ୍ରାସ ପାଇଛି ଶୀତର ପ୍ରଭାବ। ଜଳୀୟବାଷ୍ପ ବାୟୁ ପ୍ରବାହ ଯୋଗୁଁ ଶୀତର ମାତ୍ରା କମିବା ସହିତ ରାତି ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ, ଭଦ୍ରକ,...
ଅନେକ ଜିଲାରେ ଘନ କୁହୁଡ଼ି ସମ୍ଭାବନା, ଫେବୃୟାରୀ ୧ ରେ ହୋଇପାରେ ବର୍ଷା
ଭୁବନେଶ୍ୱର, ୨୮।୧: ରାଜ୍ୟରେ ଥଣ୍ଡାର ପ୍ରଭାବ ବଢ଼ି ଚାଲିଥିବାବେଳେ ଅଧିକାଂଶ ଜିଲାରେ ପାରଦ ୧୫ ଡିଗ୍ରୀ ତଳେ ଥିବା ରେକର୍ଡ କରାଯାଇଛି। ଆଗାମୀ ୨-୩ ଦିନ ମଧ୍ୟରେ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ...
ରାଜ୍ୟରେ ଶୀତ ପ୍ରକୋପ ସାମାନ୍ୟ ହ୍ରାସ, ଆସନ୍ତା ୫ ଦିନ ଯାଏଁ ହେବ ନାହିଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ
ଭୁବନେଶ୍ୱର,୨୫।୧୨: ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟକୁ ପୂର୍ବ ଦିଗରୁ ଉଷ୍ମ ଓ ଶୁଷ୍କ ପବନ ପ୍ରବାହ ବୃଦ୍ଧି ପାଇଥିବାରୁ ତାପମାତ୍ରାରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଆସନ୍ତା ୪ରୁ...
ଚଳିତ ସିଜିନ୍ର ସବୁଠୁ ଥଣ୍ଡା ଦିନ: -୪ ଡିଗ୍ରୀ ଛୁଇଁଲା ତାପମାତ୍ରା
ନୂଆଦିଲ୍ଲୀ,୧୨।୧୨: ଦେଶର ଅନେକ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଫଳରେ ଥଣ୍ଡା ଆହୁରି ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ପରିସ୍ଥିତି ସମାନ ରହିଛି। ଏଠାରେ ଗତକାଲି ଆର୍ଥାତ୍ ଡିସେମ୍ବର ୧୧ ସବୁଠାରୁ ଶୀତ ଦିନ ଥିଲା। ଜମ୍ମୁ କଶ୍ମୀରରେ...
Archives


