ମାର୍ଚ୍ଚ ନ ହେଉଣୁ ଦାରିଙ୍ଗବାଡ଼ିରେ ପାଣି-ଗଛପତ୍ର ସବୁ ଶୁଖିଲା, ପର୍ଯ୍ୟଟକ ନିରାଶ ଦାରିଙ୍ଗବାଡ଼ି,୨୦ା୨(ଅରୁଣ ସାହୁ): ଯେଉଁ ଭଳି ଭାବରେ ଦିନକୁ ଦିନ ଖରାର ପ୍ରଭାବ ବୃଦ୍ଧି ପାଉଛି ସେହି ପରିମାଣଠାରୁ ଆହୁରି ଦ୍ରୁତଗତିରେ ଜଳସ୍ତର କମିବାରେ ଲାଗିଛି। ପିଇବା ପାଣିର ଅଭାବ ବୃଦ୍ଧି ପାଉଥିବା ଚିନ୍ତାଜନକ ପରିସ୍ଥିତି ହୋଇଥିବାବେଳେ ପର୍ଯ୍ୟଟକଙ୍କୁ ନିରାଶ କରୁଛି ପର୍ଯ୍ୟଟନକ୍ଷେତ୍ରରେ…