ଶ୍ରୀ ମନ୍ଦିର ବାହାରେ ହେବ ୱାଚ୍ ଟାୱାର, କଡ଼ାକଡ଼ି ହେବ ସୁରକ୍ଷା ଭୁବନେଶ୍ୱର,୨୩ା୧: ପୁରୀର ଜଗନ୍ନାଥ ମନ୍ଦିର ଚାରିପାଖରେ ସୁରକ୍ଷା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ମନ୍ଦିର ବାହାରେ ଏକ ୱାଚ୍ ଟାୱାର ସ୍ଥାପନ କରିବା ବିଷୟରେ ଚିନ୍ତା କରୁଛନ୍ତି। ପ୍ରସ୍ତାବିତ ୱାଚ୍ ଟାୱାର ପୁରୀ ଜଗନ୍ନାଥ ମନ୍ଦିର ଉପରେ ‘ବେଆଇନ’...