କ୍ୟୁବା ଉପରେ ନଜର ଜର୍ମାନୀର ନାଜି ଶାସକ ଆଡ୍ଲଫ୍ ହିଟ୍ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ ରହିଛି। ତେବେ ଏବେ ବିଶ୍ବରେ ଉଭାହୋଇଛନ୍ତି ଆଉ ଜଣେ ହିଟ୍ଲର। ସେ ହେଉଛନ୍ତି…