ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି: ୱାଶିଂଟନ ଡିସି ନିଜ କଣ୍ଟ୍ରୋଲକୁ ନେଲେ, ନ୍ୟାସନାଲ ଗାର୍ଡ ମୁତୟନ ନୂଆଦିଲ୍ଲୀ,୧୧ା୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଘୋଷଣା କରିଛନ୍ତି ଯେ, ୱାଶିଂଟନ ଡିସିର ପୋଲିସକୁ ଫେଡେରାଲ ନିୟନ୍ତ୍ରଣରେ ନିଆଯିବ ଏବଂ ଅପରାଧ ବୃଦ୍ଧି ରୋକିବା ପାଇଁ ନ୍ୟାସନାଲ ଗାର୍ଡ ମୁତୟନ କରାଯିବ। ଏହା ସତ୍ତ୍ୱେ ସହରର ପୋଲିସ ତଥ୍ୟ ଅନୁଯାୟୀ,…