ଗିରଫ ହେଲେ ଓ୍ବାଙ୍ଗଚୁକ, ଏନଜିଓ ଲାଇସେନ୍ସ ବାତିଲ ନେଇ ସରକାରଙ୍କୁ ଦେଇଥିଲେ ଚେତାବନୀ ଲଦାଖ,୨୬।୯: ଲଦାଖର ସାମାଜିକ ଏବଂ ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଲଦାଖରେ ସମ୍ପ୍ରତି ଘଟିଥିବା ହିଂସା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଯାହା ଫଳରେ ଚାରି ଜଣଙ୍କର ମୃତ୍ୟୁ ଏବଂ ୮୦ରୁ ଅଧିକ ଆହତ...