Tag Archives: wall collapse

କାନ୍ଥପଡ଼ି ଚାଲିଗଲା ମା-ବାପାଙ୍କ ଜୀବନ, ଝିଅ ଗୁରୁତର

ବସ୍ତା,୨୨ା୯(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ମହାଦେବସରାଇ ଗ୍ରାମରେ ରବିବାର ବିଳମ୍ବିତ ରାତିରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ମା-ବାପାଙ୍କ ମୃତ୍ୟୁ ହେବା ସହ ଝିଅ ଗୁରୁତର ହେବା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମିଳିଥିବା ସୂଚନାନୁସାରେ, ରବିବାର…

ପରିବା କିଆରି ଜଗିଥିବାବେଳେ ଚାଷୀଙ୍କ ଉପରେ ଅଜାଡ଼ି ହୋଇପଡ଼ିଲା କାନ୍ଥ, ଆଉ ତା’ ପରେ…

ବଣାଇଁ,୭ା୭(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ସରସରା ଗ୍ରାମରେ ଲଗାଣ ବର୍ଷା ଯୋଗୁ ନିଜ ପରିବା ବଗିଚାରେ ଜଗିଥିବା ଜଣେ ଚାଷୀଙ୍କ ଘର କାନ୍ଥ ପଡ଼ି ମୃତ୍ୟୁ ହୋଇଥିବା ଜଣାଯାଇଛି। ଗତ ପ୍ରାୟ ୧୩ ଦିନ…

କାନ୍ଥ ପଡ଼ି ୨ ମହିଳାଙ୍କ ଜୀବନ ଗଲା, କୁନି ଝିଅ ଗୁରୁତର

ନୂଆପଡ଼ା,୬ା୭(ମକାରୁ ବେମାଲ): ନୂଆପଡ଼ା ଜିଲା ଲଖନା ଥାନା ଅଧୀନସ୍ଥ ଶିଲଭା ପଞ୍ଚାୟତ ପଟପରପାଲି ଗାଁରେ ରବିବାର କୁକୁଡ଼ା ଫାର୍ମ କାନ୍ଥ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ପଟପରପାଲି ଗାଁର ରୂପେ ଶବର…

କାନ୍ଥ ଭୁଶୁଡ଼ି ଚାଲିଗଲା ୯ ଶିଶୁଙ୍କ ଜୀବନ, ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ,୪ା୮: ମଧ୍ୟପ୍ରଦେଶର ସାଗର ଜିଲାରେ ଏକ ଭୟଙ୍କର ଅଘଟଣ ଘଟିଛି। ଏଠାରେ ଏକ ମନ୍ଦିରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୯ ଶିଶୁଙ୍କର ଜୀବନ ଯାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଆଉ କିଛି ଚାପି ହୋଇ ରହିଥିବା ଆଶଙକା କରାଯାଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri