Tag Archives: Volodymyr Zelensky

ଟ୍ରମ୍ପଙ୍କ ପୁଟିନ ପ୍ରେମ! ଜେଲନସ୍କିଙ୍କୁ ଭେଟିବା ପୂର୍ବରୁ ପୁଟିନଙ୍କ ସହ କଥା ହେବେ ଟ୍ରମ୍ପ, ଏହା କେମିତିକା ଖେଳ ଜାଣନ୍ତୁ

ଓ୍ବାଶିଂଟନ,୧୬।୧୦: ସମଗ୍ର ବିଶ୍ୱ ଆମେରିକା ରାଷ୍ଟ୍ରପତିଙ୍କ ମନରେ କ’ଣ ଚାଲିଛି ତାହା ବୁଝିବାକୁ ଚେଷ୍ଟା କରୁଛି, ବିଶେଷକରି ୟୁରୋପୀୟ ଦେଶଗୁଡ଼ିକ… କାରଣ ରୁଷିଆ-ୟୁକ୍ରେନ ବିବାଦ ଉପରେ ତାଙ୍କର ନିରନ୍ତର ପରିବର୍ତ୍ତନ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଗୋଟିଏ ପଟେ, ସେ ରୁଷିଆକୁ…

ପୁଟିନଙ୍କ ସାମ୍ନାରେ ସରେଣ୍ଡର କରିବେ ଜେଲେନସ୍କି? ୟୁକ୍ରେନ ରାଷ୍ଟ୍ରପତି କହିଲେ…

କ୍ୱିଭ,୨୧।୮: ରୁଷିଆ ସହିତ ଯୁଦ୍ଧବିରତି ଚୁକ୍ତିନାମା ସମ୍ପର୍କରେ କଳ୍ପନାଜଳ୍ପନା ମଧ୍ୟରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ‘କିଛି ଆପୋଷ ବୁଝାମଣା’ କରିବାକୁ ରାଜି ହୋଇଛନ୍ତି। ଜେଲେନସ୍କି କହିଛନ୍ତି ଯେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ପୂର୍ବରୁ ଯୁଦ୍ଧବିରତି ପାଇଁ…

ରୁଷିଆ-ୟୁକ୍ରେନ ମଧ୍ୟରେ ଫସିଗଲେ ଟ୍ରମ୍ପ, ଏବେ ଜେଲନସ୍କି କଲେଣି ଏମିତି ଡିମାଣ୍ଡ

ଓ୍ବାଶିଂଟନ,୨୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫସି ଯାଇଛନ୍ତି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ଯଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ସହ ଦ୍ୱିପାକ୍ଷିକ ବୈଠକ ପାଇଁ ପ୍ରସ୍ତୁତ ନୁହଁନ୍ତି, ତେବେ…

ଟ୍ରମ୍ପଙ୍କ ସହ ବୈଠକ ପରେ ଗୁରୁତର ଅଭିଯୋଗ ଆଣିଲେ ଜେଲେନସ୍କି, ହେଲେ ମେଲାନିଆଙ୍କୁ କାହିଁକି ଦେଲେ ଧନ୍ୟବାଦ? ଜାଣନ୍ତୁ…

ଓ୍ବାଶିଂଟନ,୧୯।୮: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର (୧୮ ଅଗଷ୍ଟ) ଦିନ ଏକ ବୈଠକ କରିଥିଲେ। ବୈଠକ ପରେ ଟ୍ରମ୍ପ କହିଥିଲେ ଯେ ଏହା ସକାରାତ୍ମକ ଥିଲା। ଏହି ବୈଠକ ପରେ ରୁଷିଆ ଏବଂ…

ଜେଲେନସ୍କିଙ୍କ ସହ ଭେଟ ପରେ ବଡ଼ ଘୋଷଣା କଲେ ଟ୍ରମ୍ପ: ସାରା ବିଶ୍ୱରେ ହଲଚଲ

ଓ୍ବାଶିଂଟନ,୧୯।୮: ୟୁକ୍ରେନ୍‌ରେ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ତ୍ରିପାକ୍ଷିକ ଆଲୋଚନା ଲାଗି ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ୟୁକ୍ରେନ୍‌ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କି ଆଶାବାଦୀ ଥିବା କହିଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ୟୁକ୍ରେନ୍‌…

ଏଥର ‘ଫ୍ଲାଓ୍ବାର’ ନୁହେଁ ‘ଫାୟାର’ ହୋଇ ଆମେରିକା ଯାଇଛନ୍ତି ଜେଲନ୍ସକି, ଘଟିପାରେ ବଡ଼…

କ୍ୱିଭ,୧୮।୮: ଯେତେବେଳେ ବି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୁଏ, ଫେବୃଆରୀ ୨୮ର ଦୃଶ୍ୟ ଆଖି ସାମ୍ନାରେ ଝଲସି ଉଠେ, ଯେତେବେଳେ ଜେଲେନ୍ସକିଙ୍କୁ ଅନ୍ତର୍ଜାତୀୟ କ୍ୟାମେରା ସାମ୍ନାରେ ଅପମାନିତ କରାଯାଇଥିଲା।…

ପୁଟିନଙ୍କ ସହ ମିଶି ଧୋକା ଦେଇଦେଲେ ଟ୍ରମ୍ପ! ଜେଲନ୍ସକିଙ୍କୁ କହିଲେ କ୍ରିମିଆ ଛାଡ

କ୍ୱିଭ,୧୮।୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବର୍ଷ ବର୍ଷର ଯୁଦ୍ଧ ଏବେ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହାକୁ ନେଇ ଅନେକ ଦେଶରେ ଉତ୍ତେଜନା ରହିଛି। ବିଶ୍ୱର ଅନେକ ମହାନ ନେତା ଯୁଦ୍ଧ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ…

ୟୁକ୍ରେନ ଲୋକଙ୍କୁ ନିର୍ଯାତନା ଦେଇ ହତ୍ୟା କରିବାକୁ ଚାହୁଁଥିଲା ରୁଷିଆ ହେଲେ…

ମସ୍କୋ,୪ା୭: ରୁଷିଆ ସେନାର ଡେପୁଟି କମାଣ୍ଡରଙ୍କୁ ହତ୍ୟା କରିଛି ୟୁକ୍ରେନ। ନିହତ ଡେପୁଟି କମାଣ୍ଡରଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟତର ବୋଲି ବିବେଚନା କରାଯାଉଥିଲା। ଏହି ହତ୍ୟାକାଣ୍ଡ ପରେ ରୁଷିଆ ସେନା ୟୁକ୍ରେନରେ ଅରାଜକତା ସୃଷ୍ଟି କରିବା ଆରମ୍ଭ କରିଛି।…

ଶେଷ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ, କ୍ରେମ୍‌ଲିନ୍‌ ଦେଲା ଏହି ସଙ୍କେତ

ମସ୍କୋ,୩ା୭: ଦୀର୍ଘଦିନର ଲଢ଼େଇ ପରେ ରୁଷିଆ ଏବଂ ୟୁକ୍ରେନ ଏବେ ଶାନ୍ତି ଆଡ଼କୁ ଅଗ୍ରସର ହେଉଛନ୍ତି। ଦୁଇ ପର୍ଯ୍ୟାୟ ଆଲୋଚନା ପ୍ରାୟ ସଫଳ ହୋଇଛି ଏବଂ ଏବେ କ୍ରେମଲିନ ଆଶା କରୁଛି ଯେ, ରୁଷିଆ-ୟୁକ୍ରେନ ତୃତୀୟ ପର୍ଯ୍ୟାୟ ଆଲୋଚନାର ତାରିଖ ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?