୩୫,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଫୋକ୍ସଓ୍ୱାଗେନ୍
ନୂଆଦିଲ୍ଲୀ,୪।୬: ଜର୍ମାନ ଗାଡ଼ି ନିର୍ମାତା କମ୍ପାନୀ ଫୋକ୍ସଓ୍ୱାଗେନ୍ ୨୦୩୦ ସୁଦ୍ଧା ଜର୍ମାନୀରେ ୩୫,୦୦୦ ଚାକିରୀ ହ୍ରାସ କରିବାକୁ ଯୋଜନା କରୁଛି। ଅର୍ଥ ସଞ୍ଚୟ କରିବାର ଏକ ବଡ଼ ଯୋଜନାର ଅଂଶ, ବିଶେଷ କରି ବିଶ୍ୱବ୍ୟାପୀ ଆହ୍ୱାନ ଏବଂ ଯୁକ୍ତରାଷ୍ଟ୍ରରୁ ସମ୍ଭାବ୍ୟ...


