ଭୁବନେଶ୍ବର,୧୭।୩: ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ୍ ରବିବାର ଠାରୁ ସେବା ଆରମ୍ଭ କରିଛି। ସପ୍ତାହର ସୋମବାର ବ୍ୟତୀତ ଅନ୍ୟ ଦିନ ଗୁଡ଼ିକରେ ଉଭୟ ପଟୁ ଚଳାଚଳ କରିବ।…