Visakhapatnam-Kotabala

ବିଶାଖାପାଟଣା-କୋତବଲସା ମଝିରେ ୬ ବଗି ଲାଇନ୍‌ଚ୍ୟୁତ, ବହୁ ଯାତ୍ରୀବାହୀ ଟ୍ରେନ୍‌ ପ୍ରଭାବିତ

କୋରାପୁଟ,୨୯ା୮(ଅମିତାଭ ବେହେରା): ଶୁକ୍ରବାର ବିଜୟନଗରମ କୋତବଲସା ମଝିରେ ଏକ ମାଲବାହୀ ଟ୍ରେନ୍‌ର ୬ଟି ବଗି ଲାଇନଚ୍ୟୁତ ହୋଇଛି। ଯାହାଫଳରେ ବହୁ ଯାତ୍ରୀବାହୀ ଟ୍ରେନ୍‌ ଯାତାୟାତ ପ୍ରଭାବିତ ହୋଇଛି।…

3 months ago