ସିଡନୀରେ କୋହଲି ଦେଖାଇଲେ ଦେଶଭକ୍ତି, Video ଦେଖି ପ୍ରଶଂସକ କରୁଛନ୍ତି ବାଃ ସିଡନୀ,୨୬।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଏକଦିବସୀୟ ମ୍ୟାଚ୍ରେ ଭାରତୀୟ ଦଳ ଏକ ବଡ଼ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍ରେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କର ଦେଶଭକ୍ତି ଆଭିମୁଖ୍ୟ ଦେଖାଇ ସମସ୍ତଙ୍କ ହୃଦୟ ଜିତିଥିଲେ।…